ଭାରତ ରେ ୨୪ ଘଣ୍ଟା ମଧ୍ୟରେ ୨୯,୧୬୪ ଜଣ ନୂଆ ଆକ୍ରାନ୍ତ ଚିନ୍ହଟ

145

କଟକ (ଉତ୍କଳ ନ୍ୟୁଜ) ଭାରତ ଦେଶରେ କରୋନା ମହାମାରୀ ଦୈନିକ ସଂକ୍ରମଣ ସଂଖ୍ୟା କିଛି ମାତ୍ର ରେ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ ର ୨୯, ୧୬୪ ଜଣ ସଂକ୍ରମିତ ଚିନ୍ହଟ ହୋଇଛନ୍ତି | ସେହିପରି ଦେଶରେ କରୋନା ମହାମାରୀ ରୀ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ସଂଖ୍ୟା କ୍ରମସଃ ବଢ଼ିବାରେ ଲାଗିଛି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୯, ୧୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ବର୍ତ୍ତମାନ କରାନା ରେ ସୁସ୍ଥ ହୋଇଥିବା ଆକ୍ରାନ୍ତ ଙ୍କ ସଂଖ୍ୟା ୮୮,୭୪,୨୯୧ ରେ ପହଂଚିଛି |