ପରାଜୟ ସ୍ୱୀକାର କରିବାକୁ ଟ୍ରମ୍ପ ନାରାଜ

128

କଟକ (ଉତ୍କଳ ନ୍ୟୁଜ) ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସରିଗଲେ ମଧ୍ୟ ଥମୁନାହିଁ ସେଠାରେ ବିଦ୍ରୋହ | ଟ୍ରମ୍ପ ପଦ ଛାଡ଼ିବାପାଇଁ ନାରାଜ | ଗୋଟିଏ ପଟେ ଡେମୋକ୍ରେଟିକ ପାର୍ଟି ର ପ୍ରାଥୀ ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନ ଜିତି ନିଜ କାମ ଆରମ୍ଭ କଲେଣି | ଅନ୍ୟପଟେ ଗାଦି ଛାଡ଼ୁନାହାନ୍ତି ଟ୍ରମ୍ପ | ଆମେରିକା ରେ କ୍ଷମତା ହସ୍ତାନ୍ତର ପୂର୍ବରୁ ହୋଇପାରେ ବଡ଼ ଧାରଣ ର ରାଜନୈତିକ ବିଦ୍ରୋହ | ସେହିଭଳି ଟ୍ରମ୍ପ ତାଙ୍କ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ସିର ଙ୍କୁ ପଦରୁ ହଟାଇ ଦେଇଛନ୍ତି | ଏହିପରି ଭାବରେ ଟ୍ରମ୍ପ ବହୁତ ଅଦଳ ବଦଳ କରିଛନ୍ତି |