ବୁଝାମଣା ଭିତରେ ସମାଧାନ ହେବ ଭାରତ ଓ ଚୀନ ସୀମା ବିବାଦ

136

କଟକ (ଉତ୍କଳ ନ୍ୟୁଜ) ଭାରତ ଓ ଚୀନ ମଧ୍ୟରେ ଥିବା ସୀମା ବିବାଦ ଦୁଇ ଜଣଙ୍କ ସହମତି ରେ ସମାଧାବନ ହୋଇପାରିବ ବୋଲି ଚୀନ ର ଲୋକପ୍ରିୟ ଖବରକାଗଜ ସଂସ୍ଥା ଗ୍ଲୋବାଲ ଟାଇମ୍ସ କହିଛି | ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ମୁତାବିକ ଭାରତ-ଚୀନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଅଷ୍ଟମ କମାଣ୍ଡର ସ୍ତରୀୟ ବୈଠକ ରେ ଉଭୟ ଦେଶ ଏଭଳି କରିବାକୁ ରାଜି ହୋଇଛନ୍ତି | ସୀମା ରେ ଶାନ୍ତି ରଖିବାକୁ ଦୁଇ ଦେଶ ନିଜ ନିଜର ସେନା ଙ୍କୁ ନିର୍ଦେଶ ଦେଇଛନ୍ତି |