ଭାରତ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୮୫ ଲକ୍ଷ ପାର

142

କଟକ (ଉତ୍କଳ ନ୍ୟୁଜ) ଦେଶରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ଧୀରେ ଧୀରେ ବଢୁଛି | କରୋନା ମହାମାରୀ ପୁରା ଦେଶକୁ କାବୁ କାରି ରଖିଛି | ଦେଶରେ ଏ ପର୍ଯ୍ୟନ୍ତ ୮୫ ଲକ୍ଷ ରୁ ଅଧିକ ଲୋକଙ୍କୁ ଏହି ଭାଇରସ ସଂକ୍ରମିତ କାରି ସାରିଲାଣି | ଅମାନଙ୍କୁ ମଧ୍ୟରୁ ୭୮.୬ ଲକ୍ଷ ସୁସ୍ଥ ହୋଇଥହିବା ବେଳେ ୧.୨୬ ଲକ୍ଷ ଙ୍କ ଜୀବନ ଗଲାଣି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୫, ୬୭୪ ଜଣ ସଂକ୍ରମିତ ଯୋଡି ହୋଇଛନ୍ତି | ଦିନକରେ ୪୯,୦୮୨ ଜଣ ସୁସ୍ଥ ହୋଇଥିବା ବେଳେ | ୫୫୯ ଜଣକ ର ମୃତ୍ୟୁ ହୋଇଛି |