ଜୋ ବାଇଡେନ ହେଲେ ଆମେରିକା ର ୪୬ ତମ ରାଷ୍ଟ୍ରପତି

131

କଟକ (ଉତ୍କଳ ନ୍ୟୁଜ) ଯୁକ୍ତ ରାଷ୍ଟ୍ର ଆମେରିକା ର ୪୬ ତମ ରାଷ୍ଟ୍ରପତି ଭାବେ ଡେମୋକ୍ରେଟିକ ପାର୍ଟି ର ପାର୍ଥି ଜୋସେଫ ରବିନେଟ୍ଟ ବାଇଡେନ ନିର୍ବାଚିତ ହୋଇଛନ୍ତି | ସେ ରିପବ୍ଲିକାନ ପାର୍ଟି ତଥା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କୁ ହରାଇ ବିଜୟ ଲାଭ କରିଛନ୍ତି | ରାଷ୍ଟ୍ରପତି ପଦ ପାଇଁ ୨୭୦ ଟି ଇଲେକଟ୍ରଲ ଭୋଟ ଆବଶ୍ୟକ ଥିଲାବେଳେ ସେ ୨୯୦ ଟି ଭୋଟ ହାସଲ କରିଛନ୍ତି |