ଭାରତ ରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା

130

କଟକ (ଉତ୍କଳ ନ୍ୟୁଜ) ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ ସଂଖ୍ୟା | ଦେଶରେ କରୋନା ଯୋଦ୍ଧା ମାନଙ୍କ ପାଇଁ ଏହା ସମ୍ଭବ ହୋଇଛି ବୋଲି ଅନୁମାନ କରିପାରିବା | ଗତ ୨୪ ଘଣ୍ଟା ମଧ୍ୟରେ ୩୮,୩୧୦ ଜଣ ନୂଆ କରୋନା ଚିହ୍ନଟ ହୋଇଛନ୍ତି | ଏହାକୁ ମିଶାଇ ଭାରତ ରେ କରୋନା ରେ ଆକ୍ରାନ୍ତ ହୋଇଥିବା ସଂଖ୍ୟା ୮୨,୬୭,୬୨୩ ରେ ପହଂଚିଛି | କରୋନା ରୁ ସୁସ୍ଥ ଙ୍କ ସଂଖ୍ୟା ୭୬ ଲକ୍ଷ ପର ହୋଇସାରିଛି | କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି |