ଦେଶର ପ୍ରଥମ ସି- ପ୍ଲେନ କୁ ଉଦ୍ଘାଟନ କରିବେ ପ୍ରଧାନ ମନ୍ତ୍ରୀ

155

କଟକ (ଉତ୍କଳ ନ୍ୟୁଜ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମନ୍ତ୍ରୀ ଗୁଜୁରାଟ ସାବରମତୀ ରୁ ଦେଶର ପ୍ରଥମ ସି- ପ୍ଲେନ କୁ ଉଦ୍ଘାଟନ କରିବେ | ଅକ୍ଟୋବର ୩୧ ରେ ସର୍ଦ୍ଧାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମତିଥିରେ ଏହି ଉଦ୍ଘାଟିନ ଉତ୍ସବ ଅନୁଷ୍ଠିତ ହେବ | ସାବରମତିର ରିଭରଫ୍ରଣ୍ଟ ରୁ ଷ୍ଟାଚ୍ୟୁ ଅଫ ୟୂନିଟି ପର୍ଯ୍ୟନ୍ତ ଏହି ସି- ପ୍ଲେନ ଚଳାଚଳ କରିବ | ଘରୋଇ ସଂସ୍ଥା ସ୍ପାଇସଜେଟ ଏହାର ପରିଚାଳନା ଦାୟିତ୍ୱ ନେବ |