ଦେଶରେ ୬୦ ଲକ୍ଷ ଟପିଲା କରୋନା ସୁସ୍ଥ ସଂଖ୍ୟା

152

କଟକ (ଉତ୍କଳ ନ୍ୟୁଜ) କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ସଂଖ୍ୟା କିଛି ମାତ୍ର ରେ ହ୍ରାସ ପାଇଛି | କିଛି ମାତ୍ର ରେ ଦେଶ ବାସୀ କରୋନା ମହାମାରୀ ରୁ କିଛି ମାତ୍ରା ରେ ଅଶ୍ଵସ୍ତି ପାଇଛନ୍ତି | ସେହି ପରି ଦେଶରେ କରୋନା ସୁସ୍ଥ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୪, ୩୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି | ଫଳରେ ଭାରତ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ଟପିଛି | ଗତ ୨୪ ଘଣ୍ଟା ଭିତରେ ୮୯,୧୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୧୮ ଜଣଙ୍କର ମୃତ୍ୟୁ ହୋଇଛି |