ଜାତିସଂଘ ର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ପୁରସ୍କାର

138

କଟକ (ଉତ୍କଳ ନ୍ୟୁଜ) ବିଶ୍ୱରେ ଶାନ୍ତିର ବାର୍ତ୍ତା ଦେଇ ଲୋକଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରି ସେମାନଙ୍କ ପେଟକୁ ଏହାର ଯୋଗାଉଥିବା ବିଶ୍ୱ ଫୂଡ଼ କାର୍ଯ୍ୟକ୍ରମ କୁ ଚଳିତ ବର୍ଷ ପାଇଁ ନୋବେଲ ଶାନ୍ତି ପୁରସ୍କାର ମିଳିବ | ନରୱେ ସ୍ଥିତ ନୋବେଲ ପୁରସ୍କାର କମିଟି ଶୁକ୍ରବାର ଏହି ଘୋଷଣା କରିଛି | ସମଗ୍ର ବିଶ୍ୱ କୁ କ୍ଷୁଧା ମୁକ୍ତ କରିବା ପାଇଁ ଏହି ସଂଗଠନ କରୁଥିବା ପ୍ରୟାସକୁ ସ୍ୱକୃତି ଦେଇ ତାକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି | ଚଳିତ ବର୍ଷ ସମୁଦାୟ ୩୧୮ ଜଣ ନୋବେଲ ପୁରସ୍କାର ଦୌଡ ରେ ଥିଲେ |