ରାସାୟନିକ ବିଜ୍ଞାନରେ ୨ ମହିଳା ବୈଜ୍ଞାନଙ୍କୁ ମିଳିଲା ନୋବେଲ ପୁରସ୍କାର

124

କଟକ (ଉତ୍କଳ ନ୍ୟୁଜ) ଚଳିତ ବର୍ଷ ରେ ବିଭିନ୍ନ କ୍ଷେତ୍ରରେ ବିଶ୍ୱ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତିମାନଙ୍କୁ ନୋବେଲ ପୁରସ୍କାର ମିଳିବାରେ ଲାଗିଛି | ମେଡ଼ିସିନ ଓ ପଦାର୍ଥ ବିଜ୍ଞାନ ରେ ଜଣ ଲେଖାଏଁ ବୈଜ୍ଞାନି କ ଙ୍କୁ ନୋବେଲ ପୁରସ୍କାର ମିଳିଥିବା ବେଳେ ଆଜି ରସାୟନ ବିଜ୍ଞାନ ପାଇଁ ଜଣ ମହିଳା ଙ୍କ ନାମ ଘୋଷୋଣା କରାଯାଇଛି | ନୋବେଲ ପୁରସ୍କାର କମିଟି ୨୦୨୦ ବର୍ଷ ପାଇଁ ଇମା ନ୍ୟୂଆଲ କାରପେଣ୍ଟିଅର ଓ ଜେନିଫର ଦୌଡ଼ନ ଙ୍କ ନାଁ ଘୋଷଣା କରିଛି | ପ୍ରକାଶ ଥାଉକି, ଏହି ୨ ମହିଳା ଜେନୋମ ସଂପାଦନ କରିବା ପାଇଁ ଗୋଟିଏ ମେଥଡ଼ ବାହାର କରିଥିଲେ | ଏହି ମେଥଡ଼ ଦ୍ୱାରା ବେଶ ଆରାମ ରେ ଜିନ ଗୁଡିକ ସଂଶୋଧନ କରାଯିବ ସହ ଏହା ଉପରେ ଗବେଷଣା କରାଯାଇପାରିବ |