ଆଜି ଭାରତୀୟ ବାୟୁ ସେନା ର ୮୮ ତମ ପ୍ରତିଷ୍ଠିତ ଦିବସ

144

କଟକ (ଉତ୍କଳ ନ୍ୟୁଜ) ଆଜି ଭାରତୀୟ ବାୟୁସେନା ର ଖୁସି ର ଦିନ | ଆଜି ବାୟୁସେନା ର ତାର 88 ତମ ପ୍ରତିଷ୍ଠିତ ଦିବସ ପାଳନ କରୁଛି | ଏହି କାର୍ଯ୍ୟକ୍ରମଟି ଗଜିୟାଵାଦ ସ୍ଥିତ ଇଣ୍ଡିଆନ ଏୟାର ବେସ ରେ ଆୟୋଜିତ ହେଉଛି | ଏହି ଅବସରରେ ବାୟୁସେନା ନୂଆ କରି ସାମିଲ ହୋଇଥିବା ଶକ୍ତିଶାଳୀ ରାଫେଲ ବିମାନ ଗର୍ଜନ କରି ଆକାଶ ରେ ଉଡାଣ ଭରିଥିଲା | ରାଫେଲ ସହିତ ଅନ୍ୟ ଜେଟ ଫାଇଟର ପ୍ଲେନ ଯଥା ଶୁଖଇ, ଆପଚେ ମଧ୍ୟ ଉଡାଣ ଭରିଥିଲା ଭାରତୀୟ ବାୟୁସେନା ତାର ପୋଡ଼ଶି ଚୀନ, ଓ ପାକିସ୍ତାନ କୁ ଏହି ପ୍ରଦର୍ଶନ ଦ୍ୱାରା ଚେତାବନୀ ଦେଇଛି, ଯେ ଭରତୀୟ ବାୟୁସେନା କେତେ ଶକ୍ତିଶାଳୀ | ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରପତି ମଧ୍ୟ ଇଣ୍ଡିଆନ ଏୟାର ଫର୍ଶ କୁ ଧନ୍ୟବାଦ ଦେବା ସହ ବାୟୁ ସେନା ର ବୀର ଯୋଦ୍ଧା ମାନଙ୍କୁ ସାମ୍ମନା ଜଣାଇଛନ୍ତି | ଏହି ବାୟୁସେନା ର ଗଠନ ଦେଶ ଆଜାଦି ହେବା ପୂର୍ବରୁ ତଥା ଅକ୍ଟୋବର ୮ , ୧୯୩୨ ମସିହା ରେ ହୋଇଥିଲା |