ଭେଷଜ ରେ ୩ ଜଣ ବୈଜ୍ଞାନଙ୍କୁ ନୋବେଲ ପୁରସ୍କାର

143

କଟକ (ଉତ୍କଳ ନ୍ୟୁଜ) ଚଳିତବର୍ଷ ର ପ୍ରଥମ ନୋବେଲ ପୁରସ୍କାର ଷୋମବାର ଘୋଷଣା କରାଯାଇଛି | ଫିଜିଓଲୋଜି ଓ ମେଡ଼ିସିନ ର ନୋବେଲ ପୁରସ୍କାର ସଂଯୁକ୍ତ ଭାବେ ହାରଭେ ଜେ ଅଲ୍ଟର , ମାଇକେଲ ହଙ୍ଗଟନ ଓ ଚାର୍ଲଏସ ଏ ମ ରାଇଜ ଙ୍କୁ ଦିଆଯିବ | ଏହି ୩ ଜଣ ବୈଜ୍ଞାନିକ ହେପାଟାଇଟିସ ସି ଭୁତାଣୁ ଆବିଷ୍କାର କରିବାରେ ସମର୍ଥ ହୋଇଥିଲେ | ଷ୍ଟକହୋମ ଠାରେ ନୋବେଲ କମିଟି ମୁଖ୍ୟ ଥୋମାସ ପରଲମନ ବିଜେତାଙ୍କ ନାମ ଘୋଷଣା କରିଛନ୍ତି |