ଟ୍ରମ୍ପ ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

189

କଟକ (ଉତ୍କଳ ନ୍ୟୁଜ) ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଙ୍କ ସ୍ୱାସ୍ଥ୍ୟଵସ୍ଥା ଗୁରୁତର ହୋଇପଡିଛି | ସେ ଏବେ କରୋନା ରେ ଆକ୍ରନ୍ତ ହୋଇଛନ୍ତି | କରୋନା ରେ ଆକ୍ରାନ୍ତ ହେବାପରେ ଟ୍ରମ୍ପ ତାଙ୍କ ଘରେ ରହିଥିଲେ | କିନ୍ତୁ ତାଙ୍କର ଜ୍ୱର ବଢିବା ସହ ଅମ୍ଳଜାନ ସ୍ତର ଦ୍ରୁତଗତିରେ ହ୍ରାସ ପାଇବାରେ ଲାହିଥିଲା | ଏହି କାରଣ ରୁ ଡାକ୍ତର ତାଙ୍କୁ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ |