ଦେଶରେ କରୋନା ରେ ଆରୋଗ୍ୟ ଙ୍କ ସଂଖ୍ୟା ୫୦ ଲକ୍ଷ ଟପିଲା

135

କଟକ (ଉତ୍କଳ ନ୍ୟୁଜ) ଭାରତ ରେ କରୋନା ସଂକ୍ରମଣ ସଂଖ୍ୟା ହୁହୁ ବଢିବା ସହ ସୁସ୍ଥ ସଂଖ୍ୟା ସେହିଭଳି ମାତ୍ରାରେ ବଢୁଛି | ଯାହା ଭାରତ ପାଇଁ ଏହି କରୋନା ସମୟରେ ଏକ ଖୁସି ଖବର | ଷୋମବାର ସୁସ୍ଥ ଙ୍କ ସଂଖ୍ୟା ୫୦ଲକ୍ଷ ଟପିଛି | ୨ ସପ୍ତାହ ହେବ ଦୈନିକ ପାଖାପାଖି ୯୦,୦୦୦ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି | ତେଣୁ ୧୧ ଦିନରେ ସୁଶରଥଙ୍କ ସଂଖ୍ୟା ୧୦ ଲକ୍ଷ ରେ ବୃଦ୍ଧି କରିଛି | କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଷୋମବାର ଦିନ ୮୨,୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ହାକୁ ମିଶାଇ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୬୦ ଲକ୍ଷ ଅତିକ୍ରମ କରିଛି | ସହିପରି ଗୋଟିଏ ଦିନରେ ୭୪,୮୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି |