ଆର୍ମେନିଆ - ଆଜେରବୈଜନ ମଧ୍ୟରେ ଆରମ୍ଭ ହୋଇଗଲାଣି ଯୁଦ୍ଧ

166

କଟକ (ଉତ୍କଳ ନ୍ୟୁଜ) ମଧ୍ୟ ପ୍ରାଚ୍ୟ ସହର ତଥା ପୂର୍ବ ସୋଭିଏତ ୟୁନିୟନ ରେ ଥିବା ଦୁଇ ଦେଶ ଆର୍ମେନିଆ ଏବଂ ଆଜେରବୈଜନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି | ଆଜେରବୈଜନ କୁ ତୁର୍କୀ ସମର୍ଥନ କରୁଥିବାବେଳେ ଆର୍ମେନିଆ କୁ ରୁଷିଆ ସମର୍ଥଂ କରୁଛି | ଏଭଳି ପରିସ୍ଥିତିରେ ଲିବିୟା ଓ ସିରିୟ ଭଳି ଏହି ଦୁଇଟି ଦେଶକୁ ମାଧ୍ୟମ କରି ତୁର୍କୀ ଏବଂ ରୁଷିଆ ମଧ୍ୟରେ ଏକ ଛାୟା ଯୁଧ୍ୟ ଆରମ୍ଭ ହୋଇଯାଇଛି |ପ୍ରକାଶ ଥାଉକି, ଦେଇ ଦେଶ ମଧ୍ୟରେ ଥିବା କିଛି ବିବାଦୀୟ ଅଂଚଳ କୁ ନେଇ ଯୁଧ୍ୟ ଆରମ୍ଭ ହୋଇଛି | ରବିବାର ଦୁଇ ଦେଶ ମଧ୍ୟରେ ହୋଇଥିବା ଗୁଳିବିନିମୟ ରେ ଅତି କମରେ ୨୩ ଜଣଙ୍କ ର ମୃତ୍ୟୁଯ ହୋଇଥିବା ସୂଚନା ମିଳିଛି | ମୃତଙ୍କ ମଧ୍ୟରେ ସାଧାରଣ ନାଗରିକ ଏବଂ ସୈନ୍ୟ ରହିଛନ୍ତି |