ଭାରତ ଯୁଦ୍ଧ ପାଇଁ ପ୍ରସ୍ତୁତ, ସୀମାରେ ମୁତୟନ କଲା ବିଧ୍ୱଂସକାରୀ ନିର୍ଭୟ ମିଜାଇଲ

152

କଟକ (ଉତ୍କଳ ନ୍ୟୁଜ) ଭାରତ ଓ ଚୀନ ମଧ୍ୟରେ ଏକ ଭୀଷଣ ଯୁଧ୍ୟ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଲଦାଖ ଅଂଚଳରେ | ବାସ୍ତବ ନିୟନ୍ତ୍ରଣ ରେଖା ବା (ଏଲଏସି ) ରେ ଜାରି ଉତେଜନା ମଧ୍ୟରେ ଭାରତ ସୈନ୍ୟ କୁ ଆହୁରି ଶକ୍ତି ମିଳିଛି | ଭାରତ ସୀମାରେ ନିର୍ଭୟ କ୍ରୁଜ ମିଜାଇଲ କୁ ମୂରତୟନ କରିଛି | ଛିନ୍ନର ଦୁଷ୍ଟାମୀ କୁ ଦେଖି ଭାରତ ଏହିପରି ଆକ୍ରମଣ କାରୀ ପଦକ୍ଷେପ ନେଇଛି | ଏହି ମିଜାଇଲ ର ମାରକ କ୍ଷମତା ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିପାରିବ | ନିର୍ଭୟ ମିଜାଇଲ ତିଵତା ରେ ଚୀନ ଅଡ୍ଡା ଉପରେ ଆକ୍ରମଣ କରିବବକୁ ସକ୍ଷମ | ୫ ମାସ ରୁ ଅଧିକ ସମୟ ହେବ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି | ଅନେକ ଥର ଦୁଇ ସେନା ମୁହାଁ ମୁହିଁ ହୋଇଛନ୍ତି | ଚୀନ ର ଅଭିମୁଖ ଓ ଗତିବିଧି ଦେଖିଲେ ନିକଟରେ ଦିନରେ ଉତ୍ତେଜନା କମିବା ର ଆଶା ନାହିଁ | ତେଣୁ ଭାରତ ଯୁଦ୍ଧ ପାଇଁ ପୁରା ଭାବରେ ପ୍ରସ୍ତୁତ ଅଛି |