ଦୀପିକା, ସାରା , ଶ୍ରଦ୍ଧା ଙ୍କୁ ଏନସିବି ପକ୍ଷରୁ ୫ ଘଣ୍ଟା ଧରି ପଚରାଉଚରା

162

କଟକ (ଉତ୍କଳ ନ୍ୟୁଜ) ଅଭିନେତା ସିସୁଶାନ୍ତ ସିଂ ମୃତ୍ୟୁ ଘଟଣା ତଦନ୍ତ ବେଳେ ସାମ୍ମନାକୁ ଆସିଥିବା ଡ୍ରଗ୍ସ କାରବାର ମାମଲା ରେ ଆଜି ଅଭିନେତ୍ରୀ ଦୀପିକା ପାଦୁକନ, ସାରା ଅଲ୍ଲୀ ଖାନ, ଓ ଶ୍ରଦ୍ଧା କପୂର ଙ୍କୁ ଜେରା କରିଥିଲା ଏନସିବି | ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବି ବଲିଉଡ ଅଭିନେତ୍ରୀ ଙ୍କ ନିଦ ହଜାଇ ଦେଇଛି | ଜେରା ବେଳେ ଦୀପିକା ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ଡ୍ରଗ୍ସ ଚାଟ ଅଭିଯୋଗକୁ ସ୍ୱୀକାର କରିଥିଲେ | ଏହାସହ ଶ୍ରଦ୍ଧା କପୁର ମଧ୍ୟ ଏନସିବି ଜେରା କରିଥିଲା | ହେଲେ ଶ୍ରଦ୍ଧା ଡ୍ରଗ୍ସ ନେଇନଥିବା ଅସ୍ବୀକାର କରିଥିଲେ | ସେ ପାର୍ଟି କୁ ଯାଇଥିଲେ ହେଲେ ସେ ଡ୍ରଗ୍ସ ନେଇନଥିଲେ | ସାର ଙ୍କୁ ମଧ୍ୟ ଏନସିବି ଜେରା କରିଥିଲେ ସେ କହିଥିଲେ ସେ ସୁଶାନ୍ତ ଙ୍କ ରେଲେସନ ର ଥିଲେ ଦୁହେଁ ଅକଥ୍ୟ ପାର୍ଟି କୁ ମଧ୍ୟ ଯାଇଥିଲେ ହେଲେ ସେ କେବେହେଲେ ବି ଡ୍ରଗ୍ସ ନେଇନାହାନ୍ତି |