ଚୀନ ର ସବୁଠାରୁ ଧନୀ ତାଲିକା ରୁ ତଳକୁ ଖସିଲେ ଜ୍ୟାକ ମା

142

କଟକ (ଉତ୍କଳ ନ୍ୟୁଜ) ଦୀର୍ଘ ଦିନ ଧରି ଚୀନ ସବିଠାରୁ ଧନୀ ବ୍ୟକ୍ତି ଥିବା ଜ୍ୟାକ ମା ଏବେ ଏହି ପଦରୁ ତଳକୁ ଖସି ଯାଇଛନ୍ତି | ଏବେ ସେ ଆଓ ଚୀନ ର ସବୁଠାରୁ ଧନୀ ବ୍ୟକ୍ତି ନାହାନ୍ତି | ତାଙ୍କ ସ୍ଥାନ ନେଇଛନ୍ତି ବଟଲ ୱାଟର ଏବଂ ଭାକସିନ ଟାଇକୁନ ଝୋଂଗ ସାନସନ | ୫୮୭୦ କୋଟି ଡ଼ଲାର ନେଟ ସମ୍ପତି ସହ ସେ ଏବେ ଚୀନ ର ସବୁଠାରୁ ଧନୀ ବ୍ୟକ୍ତି |