ବିଶ୍ୱରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩କୋଟି ରୁ ଅଧିକ

142

କଟକ (ଉତ୍କଳ ନ୍ୟୁଜ) ସମଗ୍ର ବିଶ୍ୱରେ କରୋନା ତାର କାୟା ବିସ୍ତାର କରିଚାଲିଛି | କରୋନା ମହାମାରୀ ର ଅନ୍ତ କିପରି ହେବ ତାହା ଏ ପର୍ଯ୍ୟନ୍ତ ନିର୍ଧାରିତ ହୋଇନାହିଁ | କରୋନା ସଂକ୍ରମଣ ଯୋଗୁଁ ୩କୋଟି ୧୦ଲକ୍ଷ ୬୭ହଜାର ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି | ସେମାନଙ୍କ ମଧ୍ୟରୁ ୯ଲକ୍ଷ ୬୨ହଜରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି | ଗତ ୨୪ ଜଣାନ୍ତା ମଧ୍ୟରେ ୨ଲକ୍ଷ ୯୧ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏବଂ ୫,୧୪୧ ଜଣଙ୍କର ମୃତ୍ୟୁ ଘଟିଛି | ଅନ୍ୟପକ୍ଷରେ ବିଶ୍ୱରେ କରୋନା ରୁ ଏପର୍ଯ୍ୟନ୍ତ ୨କୋଟି ୨୬ଲକ୍ଷ ୫୬ହଜାର ରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି |