କଟକ ଚାଉଳିଆଗଞ୍ଜ ପୋଲିସ କୁ ସଫଳତା

183

କଟକ ସ୍ପେଶାଲ ସ୍କ୍ୱାଡ ଓ ଚାଉଳିଆଗଞ୍ଜ ପୋଲିସ ର ମିଳିତ ଚଢ଼ାଉ ରେ କଟକ ଵିଦ୍ୟାଧର ପୁର ଅଞ୍ଚଳରୁ ଏକ ଇଲିଗାଲ ମଦ ଦୋକାନକୁ ସିଜ କରିଛି ଚାଉଳିଆଗଞ୍ଜ ପୋଲିସ। ସିଜ ସମୟରେ ୧୪୬ କାର୍ଟୁନ ୭୩୦ ଲିଟର ମଦ , ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ୍ୟ ଟଙ୍କା ରୁ ଅଧିକ ହେବ ବୋଲି ପୋଲିସ ଅନୁମାନ କରୁଛି ।ଗିରଫ ହୋଇଥିବା ସଂଗ୍ରାମ ସେଠି ଓରଫ (ବାବୁ ସେଠି ) ନା ରେ ୧୬ରୁ ଅଧିକ ମାମଲା ଥିବା ପୋଲିସ କହିଥିବା ବେଳେ ଗୋଟିଏ ମର୍ଡର କେଶ ମଧ୍ୟ ଅଛି । ଆସନ୍ତା କାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି | କଟକ ରୁ ଗୁରୁଦତ୍ତ ମହାନ୍ତି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |