ଡ଼କ୍ଟର ଏ. ଚେଲ୍ଲାକୁମାର କଂଗ୍ରେସ ର ଓଡିଶା ପ୍ରଭାରୀ

150

କଟକ (ଉତ୍କଳ ନ୍ୟୁଜ) କଂଗ୍ରେସ ର ସାଂଗଠନିକ ସ୍ତରରେ ଆଜି ବଡ଼ ଧରଣର ପରିବର୍ତ୍ତନ ହୋଇଛି | ରାଜ୍ୟରେ ଜିତେନ୍ଦ୍ର ସିଂଙ୍କ ସ୍ଟହଁରେ ଡାକ୍ତର ଚେଲ୍ଲା କୁମାର ଙ୍କୁ ନିଯୁକ୍ତି ଦେଇଛି ଏ ଆଇସି ସି | ଅନେଇ ଅଖିଳ ଭରତୀୟ କଂଗ୍ରେସ କମିଟି ପକ୍ଷରୁ ଜାରି ପ୍ରେସ ରିଲିଜ ରେ ସୂଚନା ଦିଆଯାଇଛି |