ରିୟା ଓ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ

154

ଡ୍ରଗ୍ସ କାରବାର ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଛି | ମୁମ୍ବାଇ ସେସନ କୋର୍ଟ ରିୟା ଓ ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି | ବର୍ତ୍ତମାନ ରିୟା ନୁ ଜେଲ ରହିବାକୁ ହେବ | ରିୟାଙ୍କୁ ମାଜିଷ୍ଟ୍ରେଟଙ୍କ କୋର୍ଟ ୧୪ ଦିନ ଅର୍ଥାତ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ |