ଅଭିନେତ୍ରୀ କଙ୍ଗନା ରାଣୱାତ ବିରୋଧରେ ଅଭିଯୋଗ

150

କଟକ (ଉତ୍କଳ ନ୍ୟୁଜ) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବ ଅଭିଯୋଗ ରେ ବୋଲିଉଡ଼ ଅଭିନେତ୍ରୀ କଙ୍ଗନା ଙ୍କ ନାମରେ ମାମଲା ଦାୟର କରାଯାଇଛି | ମୁମ୍ବାଇର ଭିକ୍ରୋଲି ଥାନାରେ କଙ୍ଗନା ନାମରେ ଦୁଇଟି ମାମଲା ଦାୟର ହୋଇଥିବା ଜଣାପଡିଛି | ଗୋଟିଏ ମାମଲା ରେ ସେ ମୁଖ୍ୟମନ୍ତ୍ରୀ ଙ୍କ ବିରୋଧରେ ଆପତ୍ତିଜନକ ଓ ସମ୍ମନହାନୀ ହେଲା ଭଳି ଶଵଦ୍ଧ ବ୍ୟବହାର କରିଥିବା ବିଷୟ ଉପରେ ଉଲ୍ଲେଖ ରହିଛି | ଅବହଳି କରି କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତି କୁ କ୍ଷୁର୍ଣ୍ଣ କରିବ ସହ ତାଙ୍କ ମର୍ଯ୍ୟାଦା କୁ ଚ୍ୟାଲେଞ୍ଜ କରିଛନ୍ତି |