ଦେଶରେ ଗତ ୨୪ ଘଣ୍ଟାରେ ୯୫,୭୫୩ ନୂଆ କାରଣ ମାମଲା, ୧୧୭୨ ଜଣଙ୍କ ମୃତ୍ୟୁ

139

କଟକ (ଉତ୍କଳ ନ୍ୟୁଜ) ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯୫,୭୫୩ ଟି ନୂଆ ମାମଲା ସାମ୍ମନାକୁ ଆସିଛି | ଗତ ୨୪ ଘଣ୍ଟା ମଧ୍ୟରେ ୧୧୭୨ ଜଣଙ୍କର ମୃତ୍ୟୁ ଘଟିଛି | ଏହା ସହିତ ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୪୪ଲକ୍ଷ ୬୫ହଜାର ୮୬୪ରେ ପହଂଚିଛି | ଆଜି ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ସୂଚନା ମିଳିଛି |