ଭାରତରେ କୋଭିଶିଲଡ ଭ୍ୟାକସିନ ପରୀକ୍ଷଣ ସ୍ଥଗିତ

173

କଟକ (ଉତ୍କଳ ନ୍ୟୁଜ ) ଭାରତରେ କୋଭିଶିଲଡ ଟୀକା ର ଟ୍ରାଏଲ ବନ୍ଦ କରାଯାଇଛି | ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି | ଏହା ପୂର୍ବରୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ସେରମ ଇନଷ୍ଟିଚ୍ୟୁଟ ଆଡ଼ ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା | ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କହାଯାଇଛି ଯେ ଆମେ ସ୍ଥିତି ସମୀକ୍ଷା କରୁଚୁ ଏବଂ ଭାରତ ରେ ପରୀକ୍ଷଣ ବନ୍ଦ କରିଛୁ | ଆମେରିକାର ଫାର୍ମା କମ୍ପାନୀ ଆଷ୍ଟ୍ରାଜେନକା ପୁଣି ପରୀକ୍ଷଣ ଆରମ୍ଭ ନ କରିବା ଯାଏ ଆଃ ବନ୍ଦ ରହିବ | ଆମେ କେବଳ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ର ନିର୍ଦେଶ ପାଳନ କରୁଛୁ |