ବନ୍ଧା ହେଲେ ରିୟା ଚକ୍ରବର୍ତ୍ତୀ

177

କଟକ (ଉତ୍କଳ ନିଉଜ଼) ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୃଷ୍ଟି ହୋଇଛି ଏକ ବଡ଼ ଟୁଇଷ୍ଟ | ଡ୍ରଗ୍ସ କାରବାରକୁ ନେଇ ତିନି ଦିନ ଧରି ରିୟା ଚକ୍ରବର୍ତ୍ତୀ କୁ ଜେରା କରିବା ପରେ ଆଜି ରିୟାଙ୍କୁ ଗିରଫ କରିଛି ନାରକୋଟିକ୍ସ ବ୍ୟୁରୋ | ଡାକ୍ତରୀ ପରୀକ୍ଷା ଓ କରୋନା ପରୀକ୍ଷା ପରେ କୋର୍ଟରେ ହଜାର ହେବେ ରିୟା | ପ୍ରକାଶ ଥାଉକି, ରୀୟଙ୍କ ଘରୁ କିଛି ଇଲେକକ୍ଟ୍ରୋନିକ ସାମଗ୍ରୀ ଜବତ ହୋଇଛି | ରିୟା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ସୁଶାନ୍ତ ଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ | ଆହୁରି ମଧ୍ୟ ବଲିଉଡ ରେ ଡ୍ରଗ୍ସ କାରବାର ନେଇ ଅଧିକ ଗୁମର ଖୋଲିବା ସମ୍ଭାବନା ରହିଛି |