ବେଆଇନ ଗୋରୁ ବୋଝେଇ ଟାଟାଏସି ଜବତ ।

177

କଟକ(ଉତ୍କଳ ନିଉଜ)କଟକ ଜିଲ୍ଲା ଚୌଦ୍ୱାର ଥାନା ଅଧିନସ୍ତ ଗୋଡିପାଟଣା ଫାଣ୍ଡି ଅନ୍ତର୍ଗତ ନୂଆପଟଣା ନିକଟରେ ଏହି ବେଆଇନ ଗୋରୁ ବୋଝଇ ଟାଟାଏସି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ରଷ୍ଟ୍ରୀୟ ବଜରଙ୍ଗ ଦଳର କାର୍ଯ୍ୟକର୍ତା ମାନେ ଖବର ପାଇ ଉକ୍ତ ଗୋରୁବୋଝେଇ ଟାଟାଏସି କୁ ଅଟକାଇଥିଲେ । କରି ଉକ୍ତ ଟାଟାଏସି ରେ ଥିବା ଆଠଟି ଗୋରୁ ଙ୍କୁ ଜବତ କରିଛି । ଉକ୍ତ ଗୋରୁଙ୍କୁ ଗୋଶାଳାରେ ଛାଡିଥିବା ବେଳେ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି।