ରାଜୀବ ଗାନ୍ଧୀ ଖେଳରତ୍ନ ନାଁ ପରିବର୍ତ୍ତନ ପାଇଁ ଦାବି କଲେ ବବିତା ଫୋଗାଟ

160

କଟକ (ଉତ୍କଳ ନିଉଜ଼) ଭାରତୀୟ ମହିଳା କୁସ୍ତି ଯୋଦ୍ଧା ବବିତା ଫୋଗାଟ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାରର ନାଁ ବଦଳିବାକୁ ଦାବି କରିଛନ୍ତି | ଫୋଗାଟ କହିଛନ୍ତି ଯେ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ର ନାଁ କୌଣସି ପ୍ରତିଷ୍ଠିତ ଖେଳାଳିଙ୍କ ନାଁ ରେ ରଖାଯିବ ଉଚିତ | ବବିତା ଟୁଇଟ କରିଛନ୍ତି ଯେ ଖେଳ ସହ ଜଡିତ ପୁରସ୍କାର କୁ କୌଣସି ଖେଳାଳିଙ୍କ ନାଁ ରେ ହେବା ଉଚିତ, କୌଣସି ରାଜନେତା ଙ୍କ ନାଁ ରେ ନୁହେଁ | ବବିତା ଏହାକୁ ଏକ ପରାମର୍ଶ ଭାବେ ଲାଗୁ କରିବା କଥା କହିଛନ୍ତି |