ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

149

କଟକ (ଉତ୍କଳ ନିଉଜ଼) ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ଙ୍କର ଆଜି ଦେହାନ୍ତ ହୋଇଛି | ତାଙ୍କ ମୃତ୍ୟୁ ବେଳେ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା | ସେ ଗତ କିଛି ଦିନ ହେଲା ଦିଲ୍ଲୀ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ | ତାଙ୍କର ମୃତ୍ୟୁ ର ଖବର ପୁଅ ଅଭିଜିତ ମୁଖାର୍ଜୀ ଟୁଇଟ କରି ସୂଚିତ କରିଥିଲେ | ପ୍ରକାଶ ଥାଉକି, ଫୁସଫୁସ ସଂକ୍ରମଣ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି |