ଚୀନରେ ଏକ ଦୁର୍ଘଟଣା ରେ ୨୯ ଜଣ ମୃତ ଓ ୨୧ ଆହତ

140

କଟକ (ଉତ୍କଳ ନିଉଜ଼) ଚାଇନା ଏକ ହୋଟେଲ ରେ ଜନ୍ମଦିନ ପାର୍ଟି ଚାଲିଥିବା ବେଳେ ଭୁଶୁଡିପଡିଲା ଛାତ | ଚୀନର ସଂକ୍ସି ଅଞ୍ଚଳରେଶନିବାର ଦିନ ଏଭଳି ଘଟଣା ଘଟିଛି | ଫଳରେ ୨୯ଜଣଙ୍କ ମୃତ୍ୟୁ ହୋଇଛି | ସ୍ଥାନୀୟ ଅଧିକାରୀ ରବିବାର ଦିନ ଏହି ସୂଚନା ଦେଇଛନ୍ତି | ପ୍ରକାଶ ଥାଉକି ଚୀନ ର ଜୀୟାଙ୍ଗଫେନ କାଉଣ୍ଟି ଚେନଝୁଆଙ୍ଗ ସ୍ଥିତ ଜୁଜିୟାନ ଏକ ହୋଟେଲ ରେ ୪୦ ଜଣ ବ୍ୟକ୍ତି ଜନ୍ମଦିନ ପାର୍ଟି କରୁଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିଲା |