୨୪ ଘଣ୍ଟାରେ ୬୦ହଜାର ୯୭୫ ଜଣ କରୋନା ଆକ୍ରାନ୍ତ

145

କଟକ (ଉତ୍କଳ ନିଉଜ଼) ଦେଶରେ ବଢି ବଢି ଚାଲିଅଛି କରୋନା ସଂକ୍ରମିତ ଙ୍କ ସଂଖ୍ୟା | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୬୦,୯୭୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ନୂଆ ସଂକ୍ରମିତଙ୍କ ମିଶାଇ ଅଗଷ୍ଟ ୨୫ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩୧,୬୭,୩୨୩ ଜଣ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଅଙ୍କ୍ରାନ୍ତ ଙ୍କ ମଧ୍ୟରୁ ୨୪,୦୪,୫୮୫ ଜଣ ସୁସ୍ଥ ହୋଇଥିବା ବେଳେ ୫୮,୩୯୦ ଜଣ ଅଙ୍କ୍ରାନ୍ତ ଙ୍କ ର ମୃତ୍ୟୁ ଘଟିଛି |