ଡୋନାଲଡ ଟ୍ରମ୍ପ ଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ପରଲୋକ

148

କଟକ (ଉତ୍କଳ ନିଉଜ଼) ଆମେରିକା ର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କ ପରଲୋକ ଘଟିଛି | ମୃତ୍ୟୁ ବେଳେକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା | ସେ ନ୍ୟୁୟର୍କ ର ଏକ ଡାକ୍ତର ଖାନରେ ଚିକିତ୍ସିତ ହେଉଥିଲେ | ହ୍ୱାଇଟ ହାଉସ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତି ଅନୁଯାୟୀ ଶନିବାର ଦିନ ରବର୍ଟ ଙ୍କ ଦେହାନ୍ତ ହୋଇଛି | ସାନ ଭାଇର ମୃତୁ ରେ ଡୋନାଲଡ ଟ୍ରମ୍ପ ବହୁତ ଦୁଃଖୀ ଅଛନ୍ତି |