ଭାରତରୁ ୩ ରାଷ୍ଟ୍ରକୁ ବିମାନ ଚଲାଇବ ଭିସ୍ତାରା

137

କଟକ (ଉତ୍କଳ ନିଉଜ଼) ଘରୋଇ ବିମାନ ସେବା କମ୍ପାନୀ ଭିସ୍ତାରା ଖୁବଶୀଘ୍ର ଭାରତରୁ ଇଂଲଣ୍ଡ, ଜର୍ମାନୀ ଓ ଫ୍ରାନ୍ସ କୁ ବିମାନ ଚଳାଚଳ କରିବ | ଦ୍ୱିପାକ୍ଷିକ ଏୟାର ବବଲ ବ୍ୟବସ୍ଥା ଅଧୀନରେ ବିମାନ ଚଲାଇବାକୁ କମ୍ପାନୀ ଏସବୁ ରାଷ୍ଟ୍ର ସହ ଚୁକ୍ତି ସ୍ଵାକ୍ଷର କରିଛି |