ଆମେରିକାରେ ୪୬ହଜାର ନୂଆ ରୋଗୀ

146

କଟକ (ଉତ୍କଳ ନିଉଜ଼) କରୋନା ଭୁତାଣୁ ସଂକ୍ରମଣ ରେ ସର୍ବାଧିକ ଆମେରିକାରେ ଗତ ୩ଦିନ ହେଲା ସଂକ୍ରମଣ ମାତ୍ର ହ୍ରାସ ପାଇବାରେ ଲାଗିଛି | ଏବେ ଦିନକୁ ଏଠାରେ ୫୦,୦୦୦ ରୁ କମ ମାମଲା ଦେଖିବାକୁ ମିଳୁଛି | ମଙ୍ଗଳବାର ୪୬,୮୦୮ କରୋନା ପଜିଟିଭ ଚିହ୍ନଟ କରାଯାଇଛି | ଜନ୍ସ ହପକିନ୍ସ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାପଡିଛି | ସେପଟେ ବିଶ୍ୱରେ ମୃତ ସଂଖ୍ୟା ୭.୪୭ ଲକ୍ଷ ଅତିକ୍ରମ କରିଛି