+୨ ବିଜ୍ଞାନ ଫଳ ପ୍ରକାଶ ପାଇଲା ,ରାଜ୍ୟର ଟପ ଟେନ ରେ ଟାଙ୍ଗି ସ୍ଥିତ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ ରୁ ୨ ଜଣ |

393

କଟକ(ଉତ୍କଳ ନିଉଜ )ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ ଫଳ ପ୍ରକାଶ ପାଇଛି |କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ ର +୨,ବିଜ୍ଞାନ ଛାତ୍ରଛାତ୍ରୀ ଙ୍କୁ ଆଶାତୀତ ସଫଳତା ମିଳିଛି । ରାଜ୍ୟର ଟପ ଟେନ ରାଙ୍କ ମଧ୍ୟରୁ ଏହି ଶିକ୍ଷାନୁଷ୍ଠାନ ରୁ ୨ ଜଣ ରହିଛନ୍ତି ।୫୬୫ ନମ୍ବର ରଖି ସୁଭୋଜିତ ସାହୁ ତୃତୀୟ ସ୍ଥାନରେ ଥିବାବେଳେ ,୫୫୮ ନମ୍ବର ରଖି ସୁଶ୍ରୀ ସଂଗୀତା ସାହୁ ୧୦ମ ସ୍ଥାନ ରେ ରହିଛନ୍ତି |ଅନ୍ୟ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ୪ ଜଣ, ୮୯ ପ୍ରତିଶତ ୧୦ ଜଣ ,୮୮ ପ୍ରତିଶତ ୧୬ ଜଣ ,୮୫ ପ୍ରତିଶତ ୪୨ ଜଣ ,୫୦୦ ମାର୍କ ରୁ ଅଧିକ ୫୭ ଜଣ ,୮୦ ପ୍ରତିଶତ ୯୧ ଜଣ ,୭୫ ପ୍ରତିଶତ ୧୬୭ ଜଣ ,୭୦ ପ୍ରତିଶତ ରୁ ଉର୍ଦ୍ଧ ୨୬୦ ,୬୦ ପ୍ରତିଶତ ରୁ ଅଧିକ ୪୬୭ ଜଣ ପାସ କରିଛନ୍ତି |ପ୍ରଥମ ଶ୍ରେଣୀ ରେ ୪୬୭ ଜଣ ,ଦ୍ୱିତ୍ୱ ରେ ୧୨୦ ଜଣ ଓ ତୃତୀୟ ଶ୍ରେଣୀ ରେ ୨୮ ଜଣ ପାସ କରିଛନ୍ତି | ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ ର ଏହି ସଫଳତା ପାଇଁ ଅଭିଭାବକ ମହଲରୁ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ,ଅଧକ୍ଷ ଓ କର୍ମଚାରୀ ମାନଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି |ଏଇ ସଫଳତା ନେଇ ଆଜି ଟେଟ୍ରାହେଡ୍ରନ କଲେଜ ପରିଷରରେ ଟପର ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ସମ୍ବର୍ଧନା ସଭା କରାଯାଇଥିଲା |ସମ୍ପାଦକ ତ୍ରିଦେବ ବେହେରା ଅଭିଜ୍ଞ ଶିକ୍ଷା ମଣ୍ଡଳୀ ତତ୍ୱାବଧାନ ରେ ଦାଇତ୍ୱ ପୁର୍ଣ ଶିକ୍ଷା ଦାନ ସହିତ ଛାତ୍ର ଛାତ୍ରୀ ମାନଙ୍କର କଠିନ ପରିଶ୍ରମ ପାଇଁ ଆଜି ଏହି ସଫଳତା ମିଳିପାରିଛି ବୋଲି ପ୍ରକାଶ କରିଛନ୍ତି ,ଏହି ସମ୍ବର୍ଧନା ଉତ୍ସବ ରେ କଲେଜ ର ପ୍ରିନ୍ସିପାଲ ସୁବ୍ରତ ଶତପଥି ଓ ଚେୟାରମ୍ୟାନ ତ୍ରିଦେବ ବେହେରା ସାଧୁବାଦ ଜଣେଇବା ସହିତ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣେଇଛନ୍ତି | ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ ଫଳ ପ୍ରକାଶ ପାଇଛି |କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ ର +୨,ବିଜ୍ଞାନ ଛାତ୍ରଛାତ୍ରୀ ଙ୍କୁ ଆଶାତୀତ ସଫଳତା ମିଳିଛି । ରାଜ୍ୟର ଟପ ଟେନ ରାଙ୍କ ମଧ୍ୟରୁ ଏହି ଶିକ୍ଷାନୁଷ୍ଠାନ ରୁ ୨ ଜଣ ରହିଛନ୍ତି ।୫୬୫ ନମ୍ବର ରଖି ସୁଭୋଜିତ ସାହୁ ତୃତୀୟ ସ୍ଥାନରେ ଥିବାବେଳେ ,୫୫୮ ନମ୍ବର ରଖି ସୁଶ୍ରୀ ସଂଗୀତା ସାହୁ ୧୦ମ ସ୍ଥାନ ରେ ରହିଛନ୍ତି |ଅନ୍ୟ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ୪ ଜଣ, ୮୯ ପ୍ରତିଶତ ୧୦ ଜଣ ,୮୮ ପ୍ରତିଶତ ୧୬ ଜଣ ,୮୫ ପ୍ରତିଶତ ୪୨ ଜଣ ,୫୦୦ ମାର୍କ ରୁ ଅଧିକ ୫୭ ଜଣ ,୮୦ ପ୍ରତିଶତ ୯୧ ଜଣ ,୭୫ ପ୍ରତିଶତ ୧୬୭ ଜଣ ,୭୦ ପ୍ରତିଶତ ରୁ ଉର୍ଦ୍ଧ ୨୬୦ ,୬୦ ପ୍ରତିଶତ ରୁ ଅଧିକ ୪୬୭ ଜଣ ପାସ କରିଛନ୍ତି |ପ୍ରଥମ ଶ୍ରେଣୀ ରେ ୪୬୭ ଜଣ ,ଦ୍ୱିତ୍ୱ ରେ ୧୨୦ ଜଣ ଓ ତୃତୀୟ ଶ୍ରେଣୀ ରେ ୨୮ ଜଣ ପାସ କରିଛନ୍ତି | ଟେଟ୍ରାହେଡ୍ରନ ଗୃପ ଅଫ ଇନଷ୍ଟିଚ୍ୟୁସନ ର ଏହି ସଫଳତା ପାଇଁ ଅଭିଭାବକ ମହଲରୁ ମହାବିଦ୍ୟାଳୟ ର ପ୍ରିନ୍ସିପାଲ ,ଅଧକ୍ଷ ଓ କର୍ମଚାରୀ ମାନଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିଛି |ଏଇ ସଫଳତା ନେଇ ଆଜି ଟେଟ୍ରାହେଡ୍ରନ କଲେଜ ପରିଷରରେ ଟପର ଛାତ୍ର ଛାତ୍ରୀ ଙ୍କ ପାଇଁ ଏକ ସମ୍ବର୍ଧନା ସଭା କରାଯାଇଥିଲା |ସମ୍ପାଦକ ତ୍ରିଦେବ ବେହେରା ଅଭିଜ୍ଞ ଶିକ୍ଷା ମଣ୍ଡଳୀ ତତ୍ୱାବଧାନ ରେ ଦାଇତ୍ୱ ପୁର୍ଣ ଶିକ୍ଷା ଦାନ ସହିତ ଛାତ୍ର ଛାତ୍ରୀ ମାନଙ୍କର କଠିନ ପରିଶ୍ରମ ପାଇଁ ଆଜି ଏହି ସଫଳତା ମିଳିପାରିଛି ବୋଲି ପ୍ରକାଶ କରିଛନ୍ତି ,ଏହି ସମ୍ବର୍ଧନା ଉତ୍ସବ ରେ କଲେଜ ର ପ୍ରିନ୍ସିପାଲ ସୁବ୍ରତ ଶତପଥି ଓ ଚେୟାରମ୍ୟାନ ତ୍ରିଦେବ ବେହେରା ସାଧୁବାଦ ଜଣେଇବା ସହିତ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଶୁଭେଚ୍ଛା ଜଣେଇଛନ୍ତି |