ଭାରତ ର ଜି ଡି ପି ୪.୫% କମିବ

140

କଟକ (ଉତ୍କଳ ନିଉଜ଼) କରୋନା ମହାମାରୀ ପାଇଁ ଭାରତର ଅଭିବୃଦ୍ଧି କ୍ଷେତ୍ରରେ ବଡ ବାଧକ ସଜୀବ | କରୋନା ପ୍ରଭାବରେ ଏ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ (ଜି ଡି ପି ) ୪.୫% ସଙ୍କୁଚିତ ହେବ | ଡୁନ ଆଣ୍ଡ ବ୍ରାଡ଼ଷ୍ଟ୍ରିଟ ଗ୍ଲୋବାଲ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି | ୨୦୧୧ ରେ ଅଭିବୃଦ୍ଧିରେ ସୁଧାର ଘଟିବା , ସହିତ ଦେଶର ବିକାଶ ହାର ୬.୩% ରହିପାରେ ବୋଲି ଡୁନ ଆଣ୍ଡ ବ୍ରାଡ଼ଷ୍ଟ୍ରିଟ ରିପୋର୍ଟ ରେ କହିଛି |