ନିଉଜ଼ଲାଣ୍ଡ କୁ ଫେରିଲା କରୋନା ସଂକ୍ରମଣ

151

କଟକ (ଉତ୍କଳ ନିଉଜ଼) ଦୀର୍ଘ ୧୦୨ଦିନ ପରେ ନିଉଜ଼ଲାଣ୍ଡ ପୁଣି ଫେରିଛି କରୋନା ଭାଇରସ | ଅକଲାଣ୍ଡ ସହରରେ ଗୋଟିଏ ପରିବାରର ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ଏହି ଘଟଣା ସାମ୍ମନାକୁ ଆସିବା ପରେ ସମଗ୍ର ସହରର କୁ ହୋମ ଲୋକଡାଉନ ଜାରି କରାଯାଇଛି | ନିଉଜ଼ଇଲାଣ୍ଡ ରେ ନୂଆ ମାମଲା ସାମ୍ମନାକୁ ଆସିବା ପରେ ଏହା ଚିନ୍ତା ର କାରଣ ବୋଲି ନିଉଜ଼ଲାଣ୍ଡ ର ପ୍ରଧାନମନ୍ତ୍ରୀ ଜାସିନ୍ଦା ଆଡ଼ର୍ଣ୍ଣ |