ଆରପାରିରେ ଉର୍ଦ୍ଦୁ କବି ରାହତ ଇନନ୍ଦୋରି

130

କଟକ (ଉତ୍କଳ ନିଉଜ଼) ବିଶିଷ୍ଟ ଉର୍ଦ୍ଦୁ କବି ତଥା ବଲିଉଡ ଗୀତିକାର ରାହତ ଇନନ୍ଦୋରିଙ୍କ ର ଆଜି ମଧ୍ୟପ୍ରଦେଶ ର ଇନ୍ଦୋର ଠାରେ ପରଲୋକ ଘଟିଛି | ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା | ଗତ ରବିବାର ତାଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା | ସେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ୩ ଥର ହୃଦଘାତ ହୋଇଥିଲା |