ବେରୁଟରେ ୩ଲକ୍ଷ ଘର ଧ୍ୱଂସ , ୧୦୦ ମୃତ

163

କଟକ (ଉତ୍କଳ ନିଉଜ଼) ମଙ୍ଗଳବାର ରାତିରେ ମଧ୍ୟ -ପ୍ରାଚ୍ୟ ଏସିଆ ର ଦେଶ ଲେବାନନ ରେ ଏକ ଭୟଙ୍କର ବିସ୍ଫୋରଣ ସଂଘଟିତ ହୋଇଛି ଯାହା ସମଗ୍ର ବିଶ୍ୱ କୁ ସ୍ତବ୍ଧ କରିଦେଇଛି | ବିସ୍ଫୋରଣ ଦୃଶ୍ୟ ର ଭିଡ଼ିଓ ଯିଏ ଦେଖିଥିବ, ସିଏ ତୁରନ୍ତ ଏହାକୁ ପରମାଣୁ ବୋମାର ବିସ୍ଫୋରଣ ବୋଲି ମନେ କରିଥିବା | ଯଦିଓ ତାହା ପରମାଣୁ ବୋମାର ବିସ୍ଫୋରଣ ନଥିଲା କିନ୍ତୁ ତା ତା ଠାରୁ କାମ ବି ନଥିଲା | ଲେବାନନ ର ରାଜଧାନୀ ବେରୁଟର ଏକ ବନ୍ଦରରେ ହୋଇଥିବା ଏହି ଭୟଙ୍କର ବିସ୍ଫୋରଣ କିଛି ସମୟ ପାଇଁ ସମଗ୍ର ସହରକୁ ଦୋହଲାଇ ଦେଇଥିଲା |