ଲେବାନନ ରେ ବିସ୍ଫୋରଣର, ୧୦ ମୃତ

182

କଟକ (ଉତ୍କଳ ନିଉଜ଼) ଦୁଇଟି ପ୍ରଚଣ୍ଡ ବିସ୍ଫୋରଣରେ ଥରିଉଠିଛି ଲୋବାନନ ର ରାଜଧାନୀ ବିରୁଟ | ଏଥିରେ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି | ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା ବଡ଼ବଡ଼ ଘରର କାଚ ଝରକା ଓ କବାଟ ଭାଙ୍ଗି ଗୁଣ୍ଡ ହୋଇଯାଇଛି | ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ହାମାଦ ହାସନ କହିଛନ୍ତି ବନ୍ଦର ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି |