ଦେଶରେ କରୋନା ପଜିଟିଭ ସଂଖ୍ୟା ୧୬ଲକ୍ଷ ଟପିଲା

179

କଟକ (ଉତ୍କଳ ନିଉଜ଼) ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଶୁକ୍ରବାର ୧୬ଲକ୍ଷ ଅତିକ୍ରମ କରିଛି | ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୫, ୦୭୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହେଵା ପରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୧୬,୩୮,୮୭୧ କୁ ବୃଦ୍ଧି ପାଇଛି | ଏଥି ସହିତ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ରେ ୭୭୯ ଜଣଙ୍କ ର ମୃତ୍ୟୁ ହୋଇଛି | ଏହି ପରି ଭାବରେ କରୋନା ରୁ ମୃତ୍ୟୁ ସଂଖ୍ୟା ୩୫, ୭୪୭ କୁ ବୃଦ୍ଧି ପାଇଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ପ୍ରକାଶ କରାଯାଇଛି |