ଇଣ୍ଡିଗୋର ୨,୮୪୪ କୋଟି କ୍ଷତି

162

କଟକ (ଉତ୍କଳ ନିଉଜ଼) କରୋନା ମହାମାରୀ ର ବଡ ପ୍ରଭାବ ଦେଶର ବେସାମରିକ ବିମାନ ଚଳାଚଳ ଶିଳ୍ପ ଉପରେ ପଡିଛି | ଚଳିତ ବର୍ଷ ଏପ୍ରିଲ-ଜୁନ ତ୍ରୟମାସ ରେ ଇଣ୍ଡିଗୋ ଏୟାରଲାଇନ୍ସ ର କ୍ଷତି ୨,୮୪୪ କୋଟି ଟଙ୍କା ରହିଛି | କୌଣସି ଭାରତୀୟ ବିମାନ କମ୍ପାନୀ ପାଇଁ ଏହା ସର୍ବେIଚ୍ଚ ତ୍ରୟମାସିକ କ୍ଷତି | କରୋନା ପ୍ରଭାବ ଯୋଗୁ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ର୍ୟମାସରେ କମ୍ପାନୀ ପ୍ରଚୁର କ୍ଷତି ସହିଥିବା ଇଣ୍ଡିଗୋ ସିଇଓ ରୋନୋଜୟ ଦତ୍ତା ପ୍ରକାଶ କରିଛନ୍ତି |