ବ୍ୟାନ୍ ହେଲା ଆଉ ୪୭ ଚାଇନିଜ ଆପ

143

| କଟକ (ଉତ୍କଳ ନିଉଜ଼) ପୁଣିଥରେ ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଛି ଭାରତ। ପୂର୍ବରୁ ଟିକଟକ ସହ ୫୯ଟି ଚାଇନିଜ୍ ଆପକୁ ବ୍ୟାନ୍ କରିଥିବା ଭାରତ ସରକାର ଏବେ ଆଉ ୪୭ଟି ଆପ୍ ପରେ ରୋକ ଲଗାଇଛନ୍ତି। ତେବେ ଏହାର ତାଲିକା ଏଯାଏ ପ୍ରକାଶ ପାଇନାହିଁ। ପବଜି, ଅଲିବାବା ଓ ସେ ଓ ମି ମଧ୍ୟ ବନ୍ଧ ହେବ | ସେହିପରି ସରକାର ଆଉ ଏକ ବଡ ପଦେକ୍ଷପ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି | ୨୫୦ ରୁ ଅଧିକ ଚାଇନିଜ ଆପକୁ ଭାରତ ସରକାର ତାଲିକା ଭୁକ୍ତ କରି ଏଗୁଡିକର ଯାଞ୍ଚ କରୁଛନ୍ତି |