କଟକ (ଉତ୍କଳ ନ୍ୟୁଜ ) ୫-୧୨-୨୦୨୫ : ଭାରତରେ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ଅତୀତରୁ ଅବହେଳିତ ହୋଇ ଆସୁଥିବା ସମୁଦାୟ ଙ୍କ ସାମାଜିକ ପ୍ରଗତି ପାଇଁ ପାଟ ଶିକ୍ଷା ହେଉଛି ଏକ ନିର୍ଣାୟକ ମାଧ୍ଯାମ | ତନ୍ମଧ୍ୟରୁ ମୁସଲିମ୍ ସମୁଦାୟ ଯାହା ମୋଟ ଜନସଂଖ୍ୟା ର ୧୪.୨ ପ୍ରତିଶତ ବିଭିନ୍ନ ସାଂରଚନିକ ଅଭାବ ଯୋଗୁଁ ଅନେକ ବାଧାର ସମ୍ମୁଖୀନ ହୋଇଆସିଛି | ୨୦୦୬ ମସିହାର ସଚ୍ଚର କମିଟି ରିର୍ପୋଟରେ ମୁସଲମାନ ମାନଙ୍କ ଙ୍କ ମଧ୍ୟରେ ତୀବ୍ର ଶିକ୍ଷାଗତ ଅନଗ୍ରସରତାକୁ ଉଲ୍ଲେଖ କରାଯାଇଥିଲା | ଏହାର ର ପ୍ରାୟ ଦୁଇ ଦଶନ୍ଧି ପରେ କିଛି ଶିକ୍ଷାଗତ ପ୍ରଗତି ଦେଖାଯାଉଥିଲେ ମଧ୍ୟ ତାହାର ଗତି ଅସମାନ ବ୍ୟବସ୍ଥାଗତ ଆହ୍ୱାନ ସହିତ ଯୋଡି ହୋଇରହିଛି | ଶିକ୍ଷା କେବଳ ନିଯୁକ୍ତିର ପଥ ନୁହେଁ ବରଂ ମର୍ଯ୍ୟାଦା, ଆତ୍ମବିଶ୍ଵାସ ଏବଂ ଜାତୀୟ ସ୍ତରରେ ପ୍ରତିନିଧୂତ୍ବ କରିବ ରିବାର ଏକ ମାଧ୍ୟମ ଅଟେ । ମାନ ହୋଇ ଅନେକ ର ୨୦୨୪-୨୦୨୫ ମସିହାର ତଥ୍ୟ ଅନୁସାରେ ମୁସଲିମ୍ ଛାତ୍ରଙ୍କର ନାମଲେଖା ହାର ୧୫.୯ ପ୍ରତିଶତ ରହିଛି ଯାହା ସେମାନଙ୍କ ଜନସଂଖ୍ୟ ଜନସଂଖ୍ୟା ପ୍ରତିଶତ ଠାରୁ ଅଳ୍ପ ଅଧିକ | ଏହା ଦର୍ଶାଏ ଅଧିକ ମୁସଲିମ୍ ପ୍ରାଥମିକ ମିକ ଶିକ୍ଷା ଗ୍ରହଣ କରୁଛନ୍ତି | କିନ୍ତୁ ଏହି ହାର ମାଧ୍ୟମିକ ଶିକ୍ଷା ପରଠାରୁ ଦୃତଗତିରେ ହ୍ରାସ ପାଇ ୧୧.୯ ପ୍ରତିଶତକୁ ଆସିଯାଇଛି | ଲିଙ୍ଗଗତ ପାର୍ଥକ୍ୟ ଥିଲେ ମଧ୍ୟ ଅନେକ ଯୋଜନା ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ର ପ୍ରଭାବ ଯୋଗୁଁ ୨୦୧୪ ମସିହା ପରଠାରୁ ମୁସଲିମ୍ ଛାତ୍ରୀ ମାନଙ୍କ ମଧ୍ୟରେ ନାମଲେଖା ହାର ଶତକଡା ୪୫ ପ୍ରତିଶତ ବୃଦ୍ଧି ଦେଖାଯାଇଛି | ତଥାପି ଉଚ୍ଚଶିକ୍ଷାରେ ନାମଲେଖା ଏବେ ମଧ୍ୟ ଏକ ଆହ୍ବାନ ହୋଇରହିଛି | ଉଚ୍ଚଶିକ୍ଷାର ସର୍ବଭାରତୀୟ ସର୍ଭେ କହୁଛି ଯେ ବିଶ୍ବବିଦ୍ୟାଳୟ ଗୁଡିକରେ ୨୦୨୦ରେ ମୁସଲିମଙ୍କ ସଂଖ୍ୟା ୫.୫ ପ୍ରତିଶତ ଥିବା ବେଳେ ୨୦୨୧-୨୨ ରେ ଏହା ୪.୮୭ ପ୍ରତିଶ୍ରତକୁ ହ୍ରାସ ପାଇଥିଲା | ଏହି ହ୍ରାସ ଉଭୟ ଆର୍ଥିକ ଏବଂ ସାମାଜିକ ପ୍ରତିବନ୍ଧକ ଯୋଗୁଁ ହୋଇଛି | ଶୀଘ୍ରବିବାହ, ଆର୍ଥିକ ବାଧ୍ୟବାଧକତା ଏବଂ ସୁରକ୍ଷା ଚିନ୍ତା ଡ୍ରପଆଉଟ୍ ହାର ବୃଦ୍ଧି ଆଭିମୁଖ ମୁଖ୍ୟ ଆବଶ୍ୟକ ଯୋଗୁଁ ମୁସଲିମ୍ ଝିଅମାନଙ୍କ ମାଧ୍ୟମିକ ଶିକ୍ଷା ସ୍ତରରେ ରେ ପାଇଥାଏ | ଏଗୁଡିକର ସମାଧାନ ପାଇଁ ଏକ ବହୁମୁଖୀ ଯେପରି ଜାତୀୟ ଶିକ୍ଷା ନୀତି-୨୦୨୦ର ତ୍ବରିତ କାର୍ଯ୍ୟକାରିତା, ଛାତ୍ରବୃତ୍ତି ତ୍ରବୃତ୍ତିର ବିସ୍ତାର, ଡିଜିଟାଲ ଅର୍ନ୍ତଭୁକ୍ତିକରଣ ଏବଂ ସଂଖ୍ୟାଲଘୁ କେନ୍ଦ୍ରିକ ଜିଲ୍ଲା ଗୁଡିକରେ ଲକ୍ଷ୍ୟଭିଭି ଭିତ୍ତିଭୂମିର ବିକାଶ | ମୁସଲମାନ ମାନଙ୍କ ମଧ୍ୟରେ ଶିକ୍ଷାଗତ ଅନଗ୍ରସରତାର ବିଭିନ୍ନ କାରଣ ରହି ସେଗୁଡିକ ହେଲା ଦାରିଦ୍ରତା, ଆବାସ ପୃଥକୀକରଣ ଏବଂ ସଖ୍ୟାଲଘୂ କେନ୍ଦ୍ରିକ ଜିଲ୍ଲାଗୁଡିକରେ ଉନ୍ନତ ଭିତ୍ତିଭୂମିର ଅଭାବ ା ଅନେକ ମୁସଲିମ୍ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଶିକ୍ଷା ଉର୍ଦୁ ମାଧ୍ଯମ ସ୍କୁଲ୍ କିମ୍ବା ମଦ୍ରାସାରେ ଆରମ୍ଭ କରିଥାନ୍ତି ଏବଂ ଏଥୁରୁ ଅଧିକାଂଶ ଆର୍ଥିକ ଏବ ଏବଂ ବୈଷୟିକ ପ୍ରତିବନ୍ଧକ ହେତୁ ଉଚ୍ଚଶିକ୍ଷା ଗ୍ରହଣ କରିପାର ନାହିଁ | ତେଣୁ ସେମାନଙ୍କୁ ଆଧୁନିକ ପ୍ରଯକ୍ତିବିଦ୍ୟା ଏବଂ ନବସୃଜନ ସହିତ ସଶକ୍ତ କରିବାର ଆବଶ୍ୟକତା ରହିଛି ଯାହା ଦ୍ବାରା ସେମାନେ ସ୍ନାତକ ପରେ ଚାକିରି କରିପାରିବେ ବେ କିମ୍ବା ଉଚ୍ଚଶି ଉଚ୍ଚଶିକ୍ଷା ଜାରି ରଖୂପାରିବେ | ସରକାରଙ୍କର ବିଭିନ୍ନ ପଦକ୍ଷେପ ଯେପରି ସ୍କିମ୍ ଫର ପ୍ରୋଭାଇଡିଙ୍ଗ ଇଡିଙ୍ଗ କାଲିଟି ଏଜୁକେସନ୍ ଇନ୍ ମଦ୍ରାସା (SPQEI ଏବଂ ସର୍ବଶିକ୍ଷା ଅଭିଯାନ ଭଳି ଯୋଜନା ବିଜ୍ଞାନ, ଗଣିତ ଏବଂ ଭାଷା ତାଲିମ୍ ଦ୍ବାରା ଏହି ଶୂନ୍ୟସ୍ଥାନକୁ ପୂରଣ କରିବାକୁ ଚାହୁଁଛନ୍ତି | କିନ୍ତୁ ଏହି ଯୋଜନା ଗୁଡିକର ପହଂଚ ସୀମିତ ଏବଂ ଅମଲାତନ୍ତ୍ରଗତ ବାଧା ସେମାନଙ୍କର ପ୍ରଭାବକୁ ହ୍ରାସ କରିଥାଏ | ସାମାଜିକ ପ୍ରତିବନ୍ଧକ ସତ୍ତ୍ବେ ସମଗ୍ର ଭାରତରେ ଉତ୍ଥାନର ଅନେକ ଉଦାହରଣ ଦେଖିବାକୁ ମିଳେ | ମୁସଲିମ୍ ଛାତ୍ରମାନେ ନିଜର ନିଷ୍ଠା ତଥା ସମ୍ପ୍ରଦାୟୁ ଏବଂ ସରକାରଙ୍କ ସମର୍ଥନ ଦ୍ବାରା ସଫଳତାର କାହାଣୀକୁ ପୁନ:ପରିଭାଷିତ କରୁଛନ୍ତି | ବିହାରର ରହମାନୀ-୩୦ ପଦକ୍ଷେପ ପଛୁଆ ମୁସଲିମ୍ ପରିବାରର ଛାତ୍ରଛାତ୍ରୀ ମାନଙ୍କୁ IIT-JEE ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇ ଏହି ପରିବର୍ତ୍ତନର ଏକ ଉଦାହରଣକୁ ସୂଚିତ କରୁଛି ା ସେହିପରି ଦିଲ୍ଲୀର କ୍ରେସେଣ୍ଟ ସିଭିଲ୍ ସର୍ଭିସ ଏକାଡେମୀ ଶହେରୁ ଅଧୀକ ପ୍ରଶାସଶନିକ ଅଧୋକା ରୀ ସୃଷ୍ଟି କରି ଆକାଂକ୍ଷା ଏବଂ ସଫଳତା ମଧ୍ଯରେ ଏକ ସେତୁ ତିଆରି କରିଛି ା ଏହି ପ୍ରୟ ପ୍ରୟାସ ଗୁଡିକ ସରକାରୀ ପଦକ୍ଷେପ ଗୁଡିକୁ ପୁରଣ କରିବାକୁ ସମ୍ପ୍ରଦାୟର ଦାଯୂର ନେତୃତ୍ବ କିପରି ତ୍ବରାନ୍ବିତ କରିବାରେ ସାହାଯ୍ୟ କରେ ତାହା ଉପରେ ଗୁରୁତ୍ବରୋପ କରେ ା NEET-UG ୨୦୨୫ ପରୀକ୍ଷାରେ ୯୯.୯୭ ପ୍ରତିଶତକ ରଖ୍ ଆସାମର ମୁସା ମୁସା କଲିମ୍ ଏବଂ ସମାନ ପରୀକ୍ଷାରେ ଉତ୍କର୍ଷ ହାସଲ କରିଥିବା ଉର୍ଦ୍ଦମାଧ୍ୟମର ଛାତ୍ରୀ ଅମିନା ଆରିପ କାଡିୱାଲା ଏକ ନୂତନ ପିଢି ମୁସଲିମ୍ ସଫଳତା ହାସଲ ସଲକାରୀଙ୍କର ପ୍ରତିନିଧୂତ୍ବ କରନ୍ତି ଯେଉଁମାନେ ଜାତୀୟ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ଭାଷା ଏ ଏବଂ ଆର୍ଥି ଆର୍ଥିକ ପ୍ରତିବନ୍ଧକକୁ ଅତିକ୍ରମ କରିପାରିଛନ୍ତି ା ଭାରତର ପ୍ର ପ୍ରଥମ ମୁସଲି ସଲିମ ମହିଳା ନ୍ୟୁରୋସର୍ଜନ ମରିଯୂମ୍ ଆଫିଫା ଅନସାରୀ ପରି ମହିଳା ସମ୍ପ୍ରଦାଯୂ ମଧ୍ଯରେ ଲିଙ୍ଗଗତ ଅସମାନତାକୁ ଦୂର କରିବାର ଏକ ଉଦାହରଣ ା ଡକ୍ଟର ମହମ୍ମଦ ସଲିମ, ରିସର୍ଚ୍ଚ ଆସୋସିଏଟ, ଇଣ୍ଡିଆନ କାଉନସିଲ ଅଫ, ସୋସିଆଲ ସାଇନ୍ସ ରିସର୍ଚ୍ଚ