କଟକ ନରସିଂହପୁର ର ଝିଅ ସୋନାଲିକା ମିଶ୍ର ଙ୍କ କମାଲ |

201

କଟକ (ଉତ୍କଳ ନ୍ୟୁଜ ) ୨୮-୦୫-୨୦୨୫ : କଟକ ନରସିଂହପୁର ର ଝିଅ ସୋନାଲିକା ମିଶ୍ର ଙ୍କ କମାଲ | ଡିଜିସିଏ ଦ୍ଵାରା ଗଠିତ ସବୁ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ୨୦୦ ଘଣ୍ଟା ଉଡାଣ ସଂପୂର୍ଣ୍ଣ କରି କମର୍ସିଆଲ ପାଇଲଟ ଲାଇସେନ୍ସ CPL ହାସଲ କରିଛନ୍ତି ସୋନାଲିକା । ଏ ନେଇ ମା ବାପା ଓ ସମସ୍ତ ଅଂଚଳ ବସି ଖୁସି ହୋଇଛନ୍ତି | ସୋନାଲିକା ଙ୍କ ଏହି ସଫଳତା ପାଇଁ ସବୁ ଆଡୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି | ପ୍ରଦ୍ୟୁମ୍ନ ବାରିକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |