କ୍ରିକେଟ କାଉନସିଲ ଟେଷ୍ଟ ମାନ୍ୟତାରେ ରୋହିତ ଙ୍କ ଉର୍ନତି |

145

କଟକ ( ଉତ୍କଳ ନ୍ୟୁଜ ) :୦୨-୦୯-୨୦୨୧: ପ୍ରକାଶିତ କ୍ରିକେଟ କାଉନସିଲ ଟେଷ୍ଟ ମାନ୍ୟତାରେ ଇଣ୍ଡିଆ ର ଓପନର ରୋହିତ ଶର୍ମା ଅଧିନାୟକ ବିରାଟ କୋହଲି ଙ୍କୁ ପଚାର ପକାଇ ପଞ୍ଚମ ସ୍ଥାନ ଲାଭ କରିଛନ୍ତି | କୋହଲି ଏବେ ଷଷ୍ଠ ସ୍ଥାନରେ ଅଛନ୍ତି | ଏଥିସହ କୋହଲି ଙ୍କ ଠାରୁ ତାଙ୍କର ୭ ରେଟିଙ୍ଗ ପଏଣ୍ଟସ ରହଇଛି | ରୋହିତ ଙ୍କ ୭୭୩ ପଏଣ୍ଟ ଥିବାବେଳେ କୋହଲି ଙ୍କ ୭୬୬ ରହିଛ |