ଟୋକିଓ ପାରାଅଲମ୍ପିକ ରେ ଭାରତକୁ ଅଷ୍ଟମ ପଦକ |

155

କଟକ (ଉତ୍କଳ ନ୍ୟୁଜ): ୩୧-୦୮-୨୦୨୧: ସୋମବାର ଟୋକିଓ ପାରାଅଲମ୍ପିକ ରେ P1 ପୁରୁଷ ୧୦ ମିଟର ଏୟାର ପିସ୍ତଲ SH -1 ଫାଇନାଲରେ ଭାରତର ସିଂରାଜ ବ୍ରୋଞ୍ଚ ପଦକ ଜିତିଛନ୍ତି | ଫାଇନାଲ ରେ ମୋଟ ସ୍କୋର ୨୧୬.୮ ଥିଲା ଏବଂ ସେ ତୃତୀୟ ସ୍ଥାନରେ ରହିଥିଲେ |