ଟୋକିଓ ପାରାଅଲମ୍ପିକ ରେ ଭାରତକୁ ଆଉ ୪ ପଦକ |

182

କଟକ (ଉତ୍କଳ ନ୍ୟୁଜ):୩୦-୦୮-୨୦୨୧: ଆଜି ଭାରତକୁ ୪ ପଦକ ମିଳିଛି | ଦେବେନ୍ଦ୍ର ଝାଝରିଆ ଙ୍କୁ ରୋପ୍ୟ , ସୁନ୍ଦର ସିଂ ଙ୍କୁ ବ୍ରୋଞ୍ଚ, ଯୋଗଶ ଙ୍କୁ ରୋପ୍ୟ ଏବଂ ଅବନୀ ଲେଖାରା ଙ୍କୁ ସ୍ୱର୍ଣ ପଦକ ମିଳିଛି | ସ୍ୱର୍ଣ ପଦକ ଜିତିବାରେ ଅବନୀ ଲେଖାରା ଭାରତର ପ୍ରଥମ ମହିଳା | ଭାରତର ପଦକ ସଂଖ୍ୟା ୬ କୁ ବୃଧି ପାଇଛି | ସ୍ଵର୍ଣ -୧, ରୋପ୍ୟ -୪ ଓ ବ୍ରୋଞ୍ଚ -୧ ମିଳିଛି |