ଟି ୨୦ ବିଶ୍ୱକପ ,ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ ଟିମ |

133

କଟକ(ଉତ୍କଳ ନିଉଜ଼)୧୭.୦୮.୨୦୨୧-ପାକିସ୍ତାନ ବିପକ୍ଷରେ ଟି -ଟ୍ୱେଣ୍ଟି ଵିଶ୍ଵାକାପ ଅଭିଯାନ ଆରମ୍ଭ କରିବା ଭାରତ ଟିମ |ଅକଟୋବର ୨୪ ରେ ଉଭୟ ତେମ ମୁହାଁମୁହିଁ ହେବେ |ବିଶ୍ୱକପ ମ୍ୟାଚ ନେଇ ଆଇସିସି ପକ୍ଷରୁ କ୍ରିଡାସୂଚୀ ଜାରି ହୋଇଛି |ଅକଟୋବର ୧୭ ତାରିଖ ରୁ ୟୁଏଇ ଏବଂ ଓମାନ ରେ ଆରମ୍ଭ ହେବ ଫଟାଫଟ କ୍ରିକେଟ ର ମହାସମର ଟି-ଟ୍ୱେଣ୍ଟି ବିଶ୍ୱକପ |ନଭେମ୍ବର ୧୪ ରେ ରେ ଖେଳ ଶେଷ ହେବ ବୋଲି ସୂଚନା ମିଳିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |