ଟୋକିଓ ଅଲମ୍ପିକ୍ସ ରେ ନୀରଜ ଙ୍କ ସ୍ଵର୍ଣ ପଦକ ହାସଲ |

144

କଟକ(ଉତ୍କଳ ନିଉଜ଼)୦୯.୦୮.୨୦୨୧ -୨୦୨୦ ଟୋକିଓ ଅଲମ୍ପିକ୍ସ ଶେଷ ହୋଇଯାଇଛି |ଯାହା ଫଳରେ ସାରା ଦେଶରେ ଏବେ ଖୁସିର ଲହରୀ ସୃଷ୍ଟି ହୋଇଛି |ଏହି ଅଲମ୍ପିକ୍ସ ରେ ଗୋଟିଏ ସ୍ୱର୍ଣ୍ଣ,୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ ୭ଟି ପଦକ ଜିତିଛି ଭାରତ |ଅଲମ୍ପିକ୍ସ ଇତିହାସରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ନେଇ ଖୁସିରେ ଝୁମୁଛି ଦେଶ | ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଓ ଅନ୍ୟ ବିଜେତା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ମିଳିଛି | ବ୍ୟୁରୋ ରିପୋର୍ଟ ଉତ୍କଳ ନିଉଜ଼ |